ଅଣ ଉପରୋଧି Aṇa uparodhi

  • ଗ୍ରା. ବିଣ. ପୁଂ. ଓ ସ୍ତ୍ରୀ — [synonym(s): চক্ষুলজ্জাহীন बेमुलाहिजा ] ନିଉପ୍ରୋଧିଆ; ଯାହାର ଚକ୍ଷୁଲଜ୍ଜା ନାହିଁ; ଯାହାର ମୁଲାହିଜା ନାହିଁ — Having no respect for the feelings of others
  • ଗ୍ରା. ବିଣ. ପୁଂ. ଓ ସ୍ତ୍ରୀ — [synonym(s): চক্ষুলজ্জাহীন बेमुलाहिजा ] ନିର୍ମମ — Unsympathetic
  • ଗ୍ରା. ବିଣ. ପୁଂ. ଓ ସ୍ତ୍ରୀ — [synonym(s): চক্ষুলজ্জাহীন बेमुलाहिजा ] ନିଷ୍କରୁଣ — Pitiless; unkind