ଅଣ ଆଖିଆ Aṇa ākhiā

  • ଦେ. ବିଣ. (ସଂ. ଅନକ୍ଷ) — ଯାହାର ଆଖି ନାହିଁ; ଚକ୍ଷୁହୀନ; ଅନ୍ଧ — Blind
  • ଦେ. ବିଣ. (ସଂ. ଅନକ୍ଷ) — ଯେଉଁ ନବଜାତ ବିରାଡ଼ି ଓ କୁକୁର ଛୁଆଙ୍କର ଆଖି— ପତା ଖୋଲି ନ ଥାଏ — (young of cat and dog) Whose eyelids are still shut up