ଅଣ ଅକ୍ଷର Aṇa akshara

  • ଦେ. ବିଣ. (ସଂ. ଅକ୍ଷର) — ଅକ୍ଷର — Indestructible
  • ଦେ. ବିଣ. (ସଂ. ଅକ୍ଷର) — ଅଣଅକ୍ଷର ଯାର ଦେହୀ। କମଳଲୋଚନ ଚଉତିଶା, 'ଣ' ପଦ।
  • ଦେ. ବି — ପରଂବ୍ରହ୍ମ; ବ୍ରହ୍ମ — The Divine Soul pervading the Universe
  • ଦେ. ବି — ଅଣ ଅକ୍ଷର ନିରାକାରେ / ବୁଦ୍ବୁଦ ପ୍ରାୟେ ମୁଁ ଶୂନ୍ୟରେ। ଯଶୋବନ୍ତ, ପ୍ରେମଭକ୍ତିଗୀତା।