ଅଠିକଣା Aṭhikaṇā
- ଦେ. ବିଣ. (ସଂ. ଅ+ଫା. ଠିକାନା) — ଅନିର୍ଦ୍ଦିଷ୍ଟ — Unsettled
- ଦେ. ବିଣ. (ସଂ. ଅ+ଫା. ଠିକାନା) — ଅନିଶ୍ଚିତ — Uncertain
- ଦେ. ବିଣ. (ସଂ. ଅ+ଫା. ଠିକାନା) — ଅଡ଼ୁଆ; ଗୋଳମାଳିଆ; ଅସ୍ତବ୍ୟସ୍ତ — Confused
- ଦେ. ବିଣ. (ସଂ. ଅ+ଫା. ଠିକାନା) — ଅସ୍ଥିର — Fickle
- ଦେ. ବିଣ. (ସଂ. ଅ+ଫା. ଠିକାନା) — ଅଡଉଲ; ଅସୁନ୍ଦର; ଅଘଟଣ — Ungraceful; unsymmetrical
- ଦେ. ବିଣ. (ସଂ. ଅ+ଫା. ଠିକାନା) — ଅଶୃଙ୍ଖଳ — Unmethodical; unsystematic
- ଦେ. ବିଣ. (ସଂ. ଅ+ଫା. ଠିକାନା) — ଯାହାର ପତ୍ତା ମିଳି ନାହିଁ — Untraced