ଅଠାଠିକ୍ Aṭhāṭhik
- ଦେ. ବି — ମୁର୍ମୂଷୁ ଅବସ୍ଥା; ଅବତବ ଅବସ୍ଥା; ମୁତୁର ଅବ୍ୟବହିତ ପୂର୍ବାବସ୍ଥା — Last stage before death; dying condition
- ଦେ. ବି — ମରଣାନ୍ତକ ଅବସ୍ଥା — Condition sure to end in death
- ଦେ. ବି — ଅତ୍ୟନ୍ତ ନିରାଶ୍ରୟ ଅବସ୍ଥା — Utterly helpless condition
- ଦେ. ବି — ଶେଷ ମନ୍ଦ ଅବସ୍ଥା — Extremely bad condition