ଅଠା ବୋଳିବା Aṭhā boḻibā
- ଦେ. କ୍ରି — କୌଣସି ବସ୍ତୁରେ ଅଠା ଲଗାଇବା — To smear anything with gum
- ଦେ. କ୍ରି — କୌଣସି ବ୍ୟକ୍ତିଠାରେ ଦୋଷ ବା କଳଙ୍କ ଆରୋପ କରିବା — To lay the blame on a person
- ଦେ. କ୍ରି — (ଯଥା—ଗାଁ ବାଲା ପଣସ ଖାଇ ଭଣ୍ଡାରି ମୁଣ୍ଡରେ ଅଠା ବୋଳିବା ନ୍ୟାୟ —ପ୍ରବଚନ।)
- ଦେ. କ୍ରି — ଅପବାଦ ଦେବା — To defame or slander a person