ଅଠର ରାଜବଂଶ Aṭhara rājabaṁṡa
- ଦେ. ବି — ଓଡ଼ିଆ ମହାଭାରତପ୍ରଣେତା ଶୂଦ୍ରମୁନି ସାରଳାଦାସଙ୍କ ଲିଖିତ ଭାରତର ଅଠରଟି ପ୍ରାଚୀନ ରାଜବଂଶ — Eighteen royal families of ancient India mentioned by the Oṟḍ̠iā poet Sāraḻā Dāsa in his Mahābhārata
- ଦେ. ବି — [ଯଥା—ସୂର୍ଯ୍ୟ; ସୋମ ବା ଚନ୍ଦ୍ର; ଭୋଜ; ଅନ୍ଧକ; ପଣ୍ଡୁ; କୁରୁ; କେଶରୀ; ବିଷ୍ଣୁ; ହରିହର; କଶ୍ୟପ; ଅଙ୍ଗିରା; ମଧୁକ; ପାରେଶ୍ୱର; ପ୍ରଚଣ୍ଡ; ଦୁର୍ଦ୍ଦଣ୍ଡ; କୌଶିକ; କନ୍ଧ; ମହ୍ଲାର।]