ଅଟ୍ଟାଳିକା Aṭṭāḻikā

  • ସଂ. ବି. (ଅଟ୍ଟାଳ+କ+ଆ) — ପ୍ରସ୍ତର ବା ଇଷ୍ଟକାଦି ନିର୍ମିତ ପ୍ରାସାଦ; କୋଠା — Mansion
  • ସଂ. ବି. (ଅଟ୍ଟାଳ+କ+ଆ) — ରାଜପ୍ରାସାଦ — Palace