ଅଟ୍ଟହାସ Aṭṭahāsa

  • ସଂ. ବି. (କର୍ମଧା; ଅଟ୍ଟ+ହାସ) — ଉଚ୍ଚହାସ୍ୟ; ଠୋଠୋ ହସ — Loud ringing laughter
  • ସଂ. ବି. (କର୍ମଧା; ଅଟ୍ଟ+ହାସ) — ବିକଟ ହାସ — Immoderate laughter; horse laugh; harsh boisterous laugh
  • ସଂ. ବି. (କର୍ମଧା; ଅଟ୍ଟ+ହାସ) — ଉପହାସବ୍ୟଞ୍ଜକ ହସ — Sneer; derisive laughter
  • ସଂ. ବି. (କର୍ମଧା; ଅଟ୍ଟ+ହାସ) — ଏଣୁ ମୁଁ କହୁଛି ତୁମ୍ଭଙ୍କୁ ମାରି ଯଶ / ଥୋଇ ମହୀଦେଶେ କରିବି ଅଟ୍ଟହାସ। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।