ଅଟ୍ଟହାସୀ Aṭṭahāsī
- ସଂ. ବିଣ. ପୁଂ. (ଅଟ୍ଟ+ହସ ଧାତୁ+କର୍ତ୍ତୃ. ଇନ୍; ଅଟ୍ଟହାସିନ୍ 1 ମା. 1 ବ.) — ବିକଟ ହାସ୍ୟକାରୀ — Laughing loudly; grinning
- ସଂ. ବିଣ. ପୁଂ. (ଅଟ୍ଟ+ହସ ଧାତୁ+କର୍ତ୍ତୃ. ଇନ୍; ଅଟ୍ଟହାସିନ୍ 1 ମା. 1 ବ.) — ଉପହାସବ୍ୟଞ୍ଜକ ହାସ୍ୟକାରୀ — Sneering
- ସଂ. ବି. ପୁଂ. (ତାଣ୍ଡବ ନୃତ୍ୟ କାଳରେ ଏ ଅଟ୍ଟହାସ କରୁଥିବାରୁ) — ଶିବ; ମହାଦେବ — The god Ṡiba