ଅଟକେଇବା Aṭakeibā

  • ଦେ. କ୍ରି — ଅଟକାଇବା (ଦେଖ) — Atakāibā (See)
  • ଦେ. କ୍ରି — ପତି, ଧନ, ଦାରା, ସୁତ, ଭାଇ, ବନ୍ଧୁ କେହି ଅଟକେଇ ରଖି ପାରିବେ ନାହିଁ। ରାମଶଙ୍କର—ଲୀଳାବତୀ 2।2 । — ପତି, ଧନ, ଦାରା, ସୁତ, ଭାଇ, ବନ୍ଧୁ କେହି ଅଟକେଇ ରଖି ପାରିବେ ନାହିଁ ରାମଶଙ୍କର—ଲୀଳାବତୀ22