ଅଟକାଇବା Aṭakāibā
- ଦେ. କ୍ରି—ସକର୍ମକ (ଫା. ଅଟକ୍) — ଅଟକିବାର ଣିଜନ୍ତ ଓ ସକର୍ମକରୂପ — Causative and transitive form of the verb Aṭakibā
- ଦେ. କ୍ରି—ସକର୍ମକ (ଫା. ଅଟକ୍) — ଅଟକ କରିବା; ଗତିରୋଧ କରବା — To restrain
- ଦେ. କ୍ରି—ସକର୍ମକ (ଫା. ଅଟକ୍) — କୋରଖ କରିବା — To attach
- ଦେ. କ୍ରି—ସକର୍ମକ (ଫା. ଅଟକ୍) — କୌଣସି ଦ୍ରବ୍ୟ ବିକ୍ରି ନ କରିବା ପାଇଁ ଆଦେଶ ଦେଇ ବନ୍ଦ କରିବା — To order a thing not to be sold
- ଦେ. କ୍ରି—ସକର୍ମକ (ଫା. ଅଟକ୍) — (ଯଥା—ଜମିଦାରଙ୍କ ବିଭାଘରକୁ ରଇତମାନଙ୍କ ବାଡ଼ିରେ 10 କାନ୍ଦି କଦଳି ତହସିଲଦାର ଅଟକାଇ ଅଛନ୍ତି।) — (ଯଥା—ଜମିଦାରଙ୍କ ବିଭାଘରକୁ ରଇତମାନଙ୍କ ବାଡ଼ିରେ10କାନ୍ଦି କଦଳି ତହସିଲଦାର ଅଟକାଇ ଅଛନ୍ତି)
- ଦେ. କ୍ରି—ସକର୍ମକ (ଫା. ଅଟକ୍) — ଫସଲ କାଟି ନ ନେବାପାଇଁ ପ୍ରଜାକୁ ବନ୍ଦ କରିବା — To distrain a crop
- ଦେ. କ୍ରି—ସକର୍ମକ (ଫା. ଅଟକ୍) — ଜାତିଚ୍ୟୁତ କରିବା — To excommunicate