ଅଟଜଟିଆ Aṭajaṭiā

  • ଗ୍ରା. ବିଣ. ପୁଂ — ଅଜଟିଆ; ଏକଜିଦିଆ — Obstinate
  • ଗ୍ରା. ବିଣ. ପୁଂ — ଅନ୍ୟ ନାମରେ ମିଥ୍ୟା ଅପବାଦ ରଟନାକାରୀ — Spreading unfounded aspersions or scandal against a person