ଅଞ୍ଜୋଳି An̄joḻi

  • ଦେ. ବି. ଓ ବିଣ. (ସଂ. ଅଞ୍ଜଳି) — ଅଞ୍ଜଳି (ଦେଖ) — An̄jaḻi (See)
  • ଦେ. ବି. ଓ ବିଣ. (ସଂ. ଅଞ୍ଜଳି) — ଧାନ ଅଞ୍ଜୋଳି ପେଟେ ଦେଇ। ବେଗେ ଧାଇଁଲେ ଭାବଗ୍ରାହୀ। ଜଗନ୍ନାଥ, ଭାଗବତ 1 । — ଧାନ ଅଞ୍ଜୋଳି ପେଟେ ଦେଇ ବେଗେ ଧାଇଁଲେ ଭାବଗ୍ରାହୀ ଜଗନ୍ନାଥ, ଭାଗବତ1