ଅଞ୍ଜୁଳା An̄juḻā

  • ଦେ. ବି. (ସଂ. ଅଞ୍ଜଳି) — ଅଞ୍ଜଳି; ପାତ୍ରୀକୃତ କରତଳଦ୍ୱୟ — The two palms of the hands folded and hollowed into a cup
  • ଦେ. ବି. (ସଂ. ଅଞ୍ଜଳି) — ଏକ ଅଞ୍ଜଳିରେ ସମ୍ଭେଇବା ବସ୍ତୁ — A quantity of any thing which can be contained in the cup shaped hollowed palms; one handful
  • ଦେ. ବି. (ସଂ. ଅଞ୍ଜଳି) — (ଯଥା—ମୁଁ ତାକୁ ଚାଉଳ ତିନି ଅଞ୍ଜୁଳା ଦେଲି।)।
  • ଦେ. ବିଣ — ଏକ ଅଞ୍ଜଳି ପରିମିତ — One handful of