ଅଞ୍ଜାମ୍ An̄jām

  • ବୈଦେ. ବି. (ଫା. ଇନ୍ତେଜାମ୍) — କାର୍ଯ୍ୟ ସମ୍ପାଦନ — Performance of work
  • ବୈଦେ. ବି. (ଫା. ଇନ୍ତେଜାମ୍) — କର୍ତ୍ତବ୍ୟକର୍ମ ସାଧନ — The doing of a duty
  • ବୈଦେ. ବି. (ଫା. ଇନ୍ତେଜାମ୍) — ଆପଣା କଚିରି ଜାଗାରେ ବସି ସରକାରୀ କର୍ମ ଅଞ୍ଜାମ କରୁଥିବା ହାଲତେ। ଫକୀରମୋହନ—ଛମାଣ ଆଠଗୁଣ୍ଠ।
  • ବୈଦେ. ବି. (ଫା. ଇନ୍ତେଜାମ୍) — କର୍ମର ସମାପ୍ତି — Acomplishment or completion of a work
  • ବୈଦେ. ବିଣ — ସମ୍ପାଦିତ; ସାଧିତ — Done; performed
  • ବୈଦେ. ବିଣ — ସମାପିତ — Completed
  • ବୈଦେ. ବିଣ — ସମାହିତ — Accomplished