ଅଞ୍ଜନିକା An̄janikā

  • ସଂ. ବି. (ଅଞ୍ଜନ+କ+ଆ) — ଏକପ୍ରକାର ଝିଟିପିଟି — A species of house-lizard
  • ସଂ. ବି. (ଅଞ୍ଜନ+କ+ଆ) — ଚୁଟିଆ ମୂଷା (ଏହାର ଦେହର ବର୍ଣ୍ଣ କୃଷ୍ଣାଭ ଥିବାରୁ) — The small mouse