ଅଞ୍ଚ୍ (ଧାତୁ) An̄ch (root)

  • (ସଂ. ଅନ୍ଚ୍ ଧାତୁ) — ପୂଜା କରିବା — To worship
  • (ସଂ. ଅନ୍ଚ୍ ଧାତୁ) — ଆକୁଞ୍ଚନ କରିବା; ସାଙ୍କୁଡ଼ିବା — To contract
  • (ସଂ. ଅନ୍ଚ୍ ଧାତୁ) — ଭୂଷିତ କରିବା — To decorate; to adorn