ଅଞ୍ଚିତ An̄chita

  • ସଂ. ବିଣ. (ଅଞ୍ଚ ଧାତୁ+କର୍ମ. ତ) — ପୂଜିତ — Adored
  • ସଂ. ବିଣ. (ଅଞ୍ଚ ଧାତୁ+କର୍ମ. ତ) — ଆକୁଞ୍ଚିତ — Contracted
  • ସଂ. ବିଣ. (ଅଞ୍ଚ ଧାତୁ+କର୍ମ. ତ) — ବକ୍ରୀକୃତ — Bent
  • ସଂ. ବିଣ. (ଅଞ୍ଚ ଧାତୁ+କର୍ମ. ତ) — ଗ୍ରଥିତ — Sewn; strung together
  • ସଂ. ବିଣ. (ଅଞ୍ଚ ଧାତୁ+କର୍ମ. ତ) — ଭୂଷିତ — Adorned; decorated
  • ସଂ. ବିଣ. (ଅଞ୍ଚ ଧାତୁ+କର୍ମ. ତ) — ଦଣ୍ଡାୟମାନ; ଉତ୍ଥିତ — Rising; standing