ଅଞ୍ଜନ An̄jana
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — ଚକ୍ଷୁରଞ୍ଜନାର୍ଥ ବ୍ୟବହୃତ ଲେପ; କଜ୍ଜ୍ୱଳ — Collyrium; ointment for the edge of the eye-lid
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — ଧାତୁ ବୈଦ୍ୟ ପୁରୁଷ ଯେ ଚକ୍ଷୁର ଅଞ୍ଜନ / ସ୍ତମ୍ଭନ ମୋହନ ଆଉ ବଶ ଉଚ୍ଚାଟନ। ସାରଳା ମହାଭାରତ, ଭୀଷ୍ମ।
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — କଳା; ମସୀ; କାଳୀ — Ink
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — ଦୀପ କଳା — Lamp-black
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — ମଳି — Dirt
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — ସୁରୁମା; ରସାଞ୍ଜନ — Antimony
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — ଆୟୁର୍ବେଦୋକ୍ତ ଚାରି ପ୍ରକାରର ଅଞ୍ଜନ — Four kinds of ointment mentioned in the Hindu medical books
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — (ଯଥା—ରସାଞ୍ଜନ, ଶ୍ରୋତ୍ରାଞ୍ଜନ, ସୌବୀରାଞ୍ଜନ, କୃତ୍ରିମାଞ୍ଜନ)
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — (ଅଞ୍ଜ ଧାତୁ+ଭାବ. ଅନ)—ମ୍ରକ୍ଷଣ; ମିଶାଇବା — Mixing up
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — ଗମନ; ଗତି — Going; movement
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — (ଅଞ୍ଜ ଧାତୁ+କର୍ତ୍ତୃ. ଅନ)—ଅଗ୍ନି — Fire
- ସଂ. ବି. (ଅଞ୍ଜ ଧାତୁ+କର୍ମ. ଅନ) — ପଶ୍ଚିମ ଦିଗର ହସ୍ତୀ — Name of the elephant guarding the West