ଅଜ୍ମାଇବା Ajmāibā

  • ବୈଦେ. କ୍ରି. (ଫା. ଆଜ୍ମାଇଶ୍=ପରୀକ୍ଷା) — ପରଖିବା; ପରୀକ୍ଷା କରିବା — To examine; to test
  • ବୈଦେ. କ୍ରି. (ଫା. ଆଜ୍ମାଇଶ୍=ପରୀକ୍ଷା) — ଅଙ୍ଗେ ନିଭାଇବା; ଅନୁଭବ କରିବା — To experience