ଅଜ୍ଞାନୀ Ajn̄ānī
- ଦେ. ବିଣ. (ଅଜ୍ଞାନ ଶବ୍ଦର ଅଶୁଦ୍ଧ ପ୍ରୟୋଗ) — ଅଜ୍ଞ — Ignorant
- ଦେ. ବିଣ. (ଅଜ୍ଞାନ ଶବ୍ଦର ଅଶୁଦ୍ଧ ପ୍ରୟୋଗ) — ମୂର୍ଖ — Illiterate
- ଦେ. ବିଣ. (ଅଜ୍ଞାନ ଶବ୍ଦର ଅଶୁଦ୍ଧ ପ୍ରୟୋଗ) — ଅବିବେକ; ହିତାହିତଜ୍ଞାନଶୂନ୍ୟ — Indiscriminate; inconsiderate
- ଦେ. ବିଣ. (ଅଜ୍ଞାନ ଶବ୍ଦର ଅଶୁଦ୍ଧ ପ୍ରୟୋଗ) — ଅଜ୍ଞାନୀ ଯେହ୍ନେ ଗୃହେ ଥାଇ, ବଞ୍ଚେ ଶରୀର ବଶ ହୋଇ। ଜଗନ୍ନାଥ—ଭାଗବତ।
- ଦେ. ବିଣ. (ଅଜ୍ଞାନ ଶବ୍ଦର ଅଶୁଦ୍ଧ ପ୍ରୟୋଗ) — [ଦ୍ର—କେତେକ ଶବ୍ଦକୋଷରେ 'ଅଜ୍ଞାନୀ' ଶବ୍ଦ ସଂସ୍କୃତ ଥିବାର ଲେଖା ଯାଇଅଛି, କିନ୍ତୁ ବହୁବ୍ରୀହି ସମାସରେ ନାହିଁ ଜ୍ଞାନ ଯାହାର, ଏହିପରି ବ୍ୟାସବାକ୍ୟଦ୍ୱାରା ଅଜ୍ଞାନ ପଦ ସିଦ୍ଧ।]