ଅଜ୍ଞାତ ବନବାସ Ajn̄ātab

  • ସଂ. ବି. (କର୍ମଧା; ଅଜ୍ଞାତ+ବନବାସ) — ଅନିର୍ଦ୍ଦିଷ୍ଟ ବନବାସ; ଯେଉଁ ବନବାସୀ ବ୍ୟକ୍ତିର ରହିବା ସ୍ଥାନର ଠିକଣା ଅନ୍ୟ ଲୋକେ ଜାଣନ୍ତି ନାହିଁ — Residence in the forest about the particulars of which the public remain ignorant
  • ସଂ. ବି. (କର୍ମଧା; ଅଜ୍ଞାତ+ବନବାସ) — [ଦ୍ର—ପାଣ୍ଡବ ଭ୍ରାତାମାନେ ବାର ବର୍ଷ ବନବାସ କରିବେ ଓ ତହିଁ ପରେ ଏକବର୍ଷ କାଳ ସେମାନେ କେଉଁଠାରେ ରହିବେ, ତାହା କେହି ଜାଣିବେ ନାହିଁ ବୋଲି ଦୁର୍ଯ୍ୟୋଧନ ସର୍ତ୍ତ କରିଥିଲେ।]