ଅଜିହ୍ୱ Ajihwa

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅ+ଜିହ୍ୱା) — ଜିହ୍ୱାହୀନ — Having no tongue
  • ସଂ. ବି. ପୁଂ — ବେଙ୍ଗ — Frog