ଅଜିନଯୋନି Ajinaj̄oni

  • ସଂ. ବି. ( 6 ଷ୍ଠୀ ତତ୍; ଅଜିନ+ଯୋନି=ଉତ୍ପତ୍ତିସ୍ଥାନ) — ମୃଗ; ହରିଣ — Deer; antelope
  • ସଂ. ବି. ( 6 ଷ୍ଠୀ ତତ୍; ଅଜିନ+ଯୋନି=ଉତ୍ପତ୍ତିସ୍ଥାନ) — କୃଷ୍ଣାଜିନ; ମୃଗ; କଳା ବାହୁଟିଆ — The spotted deer