ଅଜିତସିଂହ Ajitasiṁha

  • ଦେ. ବି. (ନାମ) — ସମ୍ବଲପୁର ଜିଲାର ବରଗଡ଼ର ପ୍ରାଚୀନ ରାଜା (ଏ ସମ୍ବଲପୁର ନଗର ବସାଇଥିଲେ।) — Name of the founder of the town of Sambalpur, king of Baragaṟḍ̠a
  • ଦେ. ବି. (ନାମ) — ରାଜସ୍ଥାନର ଜନୈକ ରାଜା — Name of a king of Rājasthāna