ଅଜାଡ଼ିବା Ajāṟḍ̠ibā

  • ଦେ. କ୍ରି. ସକର୍ମକ (ସଂ. ଉତ୍ସର୍ଜନ; ଉଦ୍ଗାର; ପ୍ରା. ଉଗ୍ଗାର) — କୌଣସି ବସ୍ତୁକୁ ବହୁପରିମାଣରେ ଢାଳିବା — To pour out profusely
  • ଦେ. କ୍ରି. ସକର୍ମକ (ସଂ. ଉତ୍ସର୍ଜନ; ଉଦ୍ଗାର; ପ୍ରା. ଉଗ୍ଗାର) — ଭେଣ୍ଡା ଭେଣ୍ଡା ଦ୍ୱିଜେ ପରଶିଲେ, ପତ୍ରପତ୍ରେ ଅଜାଡ଼ି। ଭାଗବତ ଟୁଙ୍ଗିରେ ସନ୍ଧ୍ୟା।
  • ଦେ. କ୍ରି. ସକର୍ମକ (ସଂ. ଉତ୍ସର୍ଜନ; ଉଦ୍ଗାର; ପ୍ରା. ଉଗ୍ଗାର) — (ତରଳ ପଦାର୍ଥକୁ) ଇଡ଼ିବା — To spill
  • ଦେ. କ୍ରି. ସକର୍ମକ (ସଂ. ଉତ୍ସର୍ଜନ; ଉଦ୍ଗାର; ପ୍ରା. ଉଗ୍ଗାର) — ନିମ୍ବଜଳଦ୍ରବେ ଦେଇ ମନ, ସୁଧାଧାରା ମୁଧାଧାରା ତଳେ ଦେଲୁ ତ ଅଜାଡ଼ିଲେ। କବିସୂର୍ଯ୍ୟ—ସଙ୍ଗୀତ।
  • ଦେ. କ୍ରି. ସକର୍ମକ (ସଂ. ଉତ୍ସର୍ଜନ; ଉଦ୍ଗାର; ପ୍ରା. ଉଗ୍ଗାର) — ଜୋରରେ ତଳକୁ ଫୋପାଡ଼ି ଦେବା — To throw down with force
  • ଦେ. କ୍ରି. ସକର୍ମକ (ସଂ. ଉତ୍ସର୍ଜନ; ଉଦ୍ଗାର; ପ୍ରା. ଉଗ୍ଗାର) — ତେତେବେଳେ ସେ ହାତିକୁଳ ରଡ଼ି, ରଥରୁ ପକାଇଲେ ରଥୀଙ୍କି ଅଜାଡ଼ି। କୃଷ୍ଣସିଂହ, ମହାଭାରତ, କର୍ଣ୍ଣ।
  • ଦେ. କ୍ରି. ସକର୍ମକ (ସଂ. ଉତ୍ସର୍ଜନ; ଉଦ୍ଗାର; ପ୍ରା. ଉଗ୍ଗାର) — [ଦ୍ର—ଅଜାଡ଼ିବା କ୍ରିୟାର ଅସମାପିକାରୂପ ସଙ୍ଗେ ଦେବା, ପକାଇବା କ୍ରିୟା ଲାଗି ବିଶେଷ ପରିମାଣରେ ଅର୍ଥ ବୁଝାଏ। ଯଥା— ଅଜାଡ଼ି ଦେବା; ଅଜାଡ଼ି ପକାଇବା।]