ଅଜାଡ଼ମସ୍ତି Ajāṟḍ̠amasti

  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅପବ୍ୟୟୀ — Squandering
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ଅତ୍ୟାଚାରୀ — Oppressive
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ହୁରୁଜୁରିଆ — Predatory; laying waste
  • ଦେ. ବିଣ. ପୁଂ. ଓ ସ୍ତ୍ରୀ — ବିନାଶକାରୀ — Destroying; destructive