ଅଜାହିରା Ajāhirā

  • ଦେ. ବିଣ — (ସଂ. ଅ+ଫା. ଜାହୀର)
  • ଦେ. ବିଣ — ଅଜାହିର (ଦେଖ)
  • ଦେ. ବିଣ — (ସଂ. ଅ+ଆ. ଜାହୀର; ଜାହୀରା=ପ୍ରକାଶିତ)— ଅପ୍ରକାଶିତ; ଅପ୍ରଚାରିତ; ଗୁପ୍ତ — Unpublished; secret
  • ଦେ. ବିଣ — ଅପ୍ରକାଶ୍ୟ; ଗୋପନୀୟ — Unpublishable