ଅଜାମିଳ Ajāmiḻa
- ଦେ. ବି — ପୁରାଣବର୍ଣ୍ଣିତ କାନ୍ୟକୁ ବ୍ଜବାସୀ ପାପୀବିଶେଷ; ଏ ଆବାଲ୍ୟ ପାପୀ ଓ ଦୁରାଚାର ଥିଲା। କେବେ ହେଲେ ନାରାୟଣଙ୍କ ନାମ ଧରି ନ ଥିଲା; ଏହାର ପୁଅର ନାମ ନାରାୟଣ ଥିଲା। ମଲାବେଳେ ଏ ପୁଅକୁ ଡାକିଲା। ଏ ଅଜ୍ଞାତସାରରେ ମୃତ୍ୟୁ ପୂର୍ବରୁ 'ନାରାୟଣ' ନାମ ଉଚ୍ଚାରଣ କରିବାରୁ ମୃତ୍ୟୁ ପରେ ବୈକୁଣ୍ଠକୁ ଗଲା — Name of a sinner
- ଦେ. ବି — ଅଜାମିଳ ଜାଣ ଯେତେ ଥିଲା ପାପ କରି। ନାରାୟଣ ନାମ ଡାକି ପାପୁଁ ଗଲା ତରି॥ ପୀତାମ୍ବର, ନୃସିଂହପୁରାଣ। କାନ୍ୟକୁବୁଜ ନାମେ ଦେଶ / ଅଜାମିଳର ତହିଁ ବାସ। ଜଗନ୍ନାଥ, ଭାଗବତ 5 ମ। — ଅଜାମିଳ ଜାଣ ଯେତେ ଥିଲା ପାପ କରି ନାରାୟଣ ନାମ ଡାକି ପାପୁଁ ଗଲା ତରି॥ ପୀତାମ୍ବର, ନୃସିଂହପୁରାଣ କାନ୍ୟକୁବୁଜ ନାମେ ଦେଶ / ଅଜାମିଳର ତହିଁ ବାସ ଜଗନ୍ନାଥ, ଭାଗବତ5ମ
- ଦେ. ବି — ଅଜମୀରବାସୀ ବ୍ୟକ୍ତି — An inhabitant of Ajmere
- ଦେ. ବି — ଆସୁଛନ୍ତି ଅଜାମିଳେ ଦୀପ୍ତିମନ୍ତ ତେଜେ। ରାଧାନାଥ—ମହାଯାତ୍ରା।