ଅଜାନ୍ଗା Ajāngā
- ବୈଦେ. ବି. (ଆ.) — ମସଜିଦର ଛାତର ଚୂଡ଼ା; ଯେଉଁ ସ୍ଥାନରେ ମୁଆଜ୍ଜନ ଠିଆ ହୋଇ ନମାଜ୍ କରିବାପାଇଁ ଲୋକମାନଙ୍କୁ ଦିନରେ 5 ଥର ଡାକ ଦିଏ। — ମସଜିଦର ଛାତର ଚୂଡ଼ା; ଯେଉଁ ସ୍ଥାନରେ ମୁଆଜ୍ଜନ ଠିଆ ହୋଇ ନମାଜ୍ କରିବାପାଇଁ ଲୋକମାନଙ୍କୁ ଦିନରେ5ଥର ଡାକ ଦିଏ[synonym(s):अजानगा]The place on the roof of a mosque from which the muajjan calls the Mohammedans to prayer