ଅଜାତିନଗରୀ Ajātinagarī
- ଦେ. ବି. (ସଂ. ଅ+ଜାତି+ନଗରୀ) — ଯେଉଁ ସ୍ଥାନର ଲୋକେ ଜାତିଭେଦ ମାନନ୍ତି ନାହିଁ — A place or locality where people do not observe caste-distinction
- ଦେ. ବି. (ସଂ. ଅ+ଜାତି+ନଗରୀ) — (ଜଗନ୍ନାଥଙ୍କ ମହାପ୍ରସାଦରେ ଯେଉଁଠାରେ ଜାତି ବାରଣ ନାହିଁ)—ପୁରୁଷୋତ୍ତମ କ୍ଷେତ୍ର — The town of Puri