ଅଜାତଶ୍ମଶ୍ରୁ Ajātaṡmaṡru

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଜାତ+ଶ୍ମଶ୍ରୁ) — ଯେଉଁ ଯୁବକର ଅବଧି ଦାଢ଼ି ଉଠି ନାହିଁ — (a young man) Who has not yet grown his beard
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଜାତ+ଶ୍ମଶ୍ରୁ) — ଶ୍ମଶ୍ରୁହୀନ; ମାଖୁନା — Beardless