ଅଜାତଶତ୍ରୁ Ajātaṡatru
- ସଂ. ବି. (ନାମ) (ବହୁବ୍ରୀହି; ଅଜାତ+ଶତ୍ରୁ; ଯାହାର କେହି ଶତ୍ରୁ ଜାତ ହୋଇନାହିଁ) — ଯୁଧିଷ୍ଠିରଙ୍କ ନାମ — A name of J̄udhisṭhira
- ସଂ. ବି. (ନାମ) (ବହୁବ୍ରୀହି; ଅଜାତ+ଶତ୍ରୁ; ଯାହାର କେହି ଶତ୍ରୁ ଜାତ ହୋଇନାହିଁ) — ଶିବ; ମହାଦେବ — God Ṡiba
- ସଂ. ବି. (ନାମ) (ବହୁବ୍ରୀହି; ଅଜାତ+ଶତ୍ରୁ; ଯାହାର କେହି ଶତ୍ରୁ ଜାତ ହୋଇନାହିଁ) — ଉପନିଷଦରେ ବର୍ଣ୍ଣିତ କାଶୀର ଏକ କ୍ଷତ୍ରୀୟ ରାଜା — Name of a king of ancient Benares
- ସଂ. ବି. (ନାମ) (ବହୁବ୍ରୀହି; ଅଜାତ+ଶତ୍ରୁ; ଯାହାର କେହି ଶତ୍ରୁ ଜାତ ହୋଇନାହିଁ) — ରାଜଗୃହ ବା ମଗଧଦେଶର ରାଜାବିଶେଷ — Name of a king of Magadha
- ସଂ. ବି. (ନାମ) (ବହୁବ୍ରୀହି; ଅଜାତ+ଶତ୍ରୁ; ଯାହାର କେହି ଶତ୍ରୁ ଜାତ ହୋଇନାହିଁ) — [ଦ୍ର—ଏ ବିମ୍ବିସାରଙ୍କ ପୁତ୍ର ଓ ଗୌତମ ବୁଦ୍ଧଙ୍କ ସମକାଳୀନ ଥିଲେ।]