ଅଜାତଦନ୍ତ Ajātadanta

  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଜାତ+ଦନ୍ତ) — ଯେଉଁ ବାଳକର ଦାନ୍ତ ଉଠି ନାହିଁ — (boy) Who has not yet teethed
  • ସଂ. ବିଣ. ପୁଂ. (ବହୁବ୍ରୀହି; ଅଜାତ+ଦନ୍ତ) — ଦନ୍ତହୀନ — Toothless