ଅଜାଏତ୍ Ajāet
- ପ୍ରାଦେ. (ସମ୍ବଲପୁର) ବିଣ (ସଂ. ଅ+ଜାତି; ଜାତି ଶବ୍ଦର ସମ୍ବଲପୁର ଉଚ୍ଚାରଣ ଜାଏତ୍; ତୁଳନା କର ରାତି=ରାଏତ୍ ନଦୀ=ନାଏଦ୍) — ଅଜାତିଆ; ସମାଜଚ୍ୟୁତ; ପତିତ — Outcaste; excommunicated; expelled from society
- ପ୍ରାଦେ. (ସମ୍ବଲପୁର) ବିଣ (ସଂ. ଅ+ଜାତି; ଜାତି ଶବ୍ଦର ସମ୍ବଲପୁର ଉଚ୍ଚାରଣ ଜାଏତ୍; ତୁଳନା କର ରାତି=ରାଏତ୍ ନଦୀ=ନାଏଦ୍) — ନୀଚଜାତୀୟ — Of low caste
- ପ୍ରାଦେ. (ସମ୍ବଲପୁର) ବି. — ଅଜାତି; ନୀଚ ଜାତି — Low caste
- ପ୍ରାଦେ. (ସମ୍ବଲପୁର) ବି. — ନିକୃଷ୍ଟ ଶ୍ରେଣୀର — Of inferior class