ଅଜାଏ ଜବରଦସ୍ତ୍ Ajāe jabaradast

  • ଦେ. ବିଣ—(ସଂ. ଅ+ଫା. ଜାୟ+ଫା. ଜବରଦସ୍ତ) ଅନ୍ୟାୟ ଓ ବଳପୂର୍ବକ କୃତ (କାର୍ଯ୍ୟ) — Wrongful and violent act; (act) which is illegal and accompanied with force
  • ଦେ. କ୍ରି. ବିଣ — ବେଆଇନ ଓ ବଳପୂର୍ବକ — Wrongfully and forcibly