ଅଜାଏ ଜବରଦସ୍ତି Ajāe jabaradasti

  • ଦେ. ବି. (ସଂ. ଅ+ଫା. ଜାୟ+ଜବରଦସ୍ତି) — ବେଆଇନ ବଳପ୍ରଯୋଗ — Wrongful use of force
  • ବୈଦେ. କ୍ରି. ବିଣ — ବେଆଇନ୍ ଓ ବଳପୂର୍ବକ — Wrongfully and forcibly