ଅଜବୁଦ୍ଧି Ajabuddhi

  • ସଂ. ବିଣ. ପୁଂ. ଓ ସ୍ତ୍ରୀ (ବହୁବ୍ରୀହି; ଅଜ+ବୁଦ୍ଧି) — ଛାଗ ପରି ଅଳ୍ପ ବୁଦ୍ଧିବିଶିଷ୍ଟ — Foolish (like a sheep)