ଅଜଜୀବକ Ajajībaka

  • ସଂ. ବି. ପୁଂ. (ବହୁବ୍ରୀହି; ଅଜ+ଜୀବିକା) — ଛେଳିଆ; ଯେ ଛେଳି ପାଳି ଛେଳି ବିକି ପେଟ ପୋଷେ — A dealer in goat
  • ସଂ. ବି. ପୁଂ. (ବହୁବ୍ରୀହି; ଅଜ+ଜୀବିକା) — ଛେଳି ରଖୁଆଳ — A goat-herd (M.W.)