ଅଜଗଳିକା Ajagaḻikā

  • ସଂ. ବି. (ଅଜ+ଗଳ+କ+ଆ; ଏ ରୋଗାକ୍ରାନ୍ତ ଶିଶୁର ଦେହ ଛେଳି ଗଳା ପରି ବନ୍ଧୁର ଦେଖାଯିବାରୁ) — ଶିଶୁରୋଗ ବିଶେଷ — An infantile disease
  • ସଂ. ବି. (ଅଜ+ଗଳ+କ+ଆ; ଏ ରୋଗାକ୍ରାନ୍ତ ଶିଶୁର ଦେହ ଛେଳି ଗଳା ପରି ବନ୍ଧୁର ଦେଖାଯିବାରୁ) — [ଦ୍ର—ମୁଗଦାନା ପରି ଛୋଟ ପୀଡ଼ାରହିତ ବ୍ରଣ, ଏହା ବାତ ଓ କଫ ପ୍ରକୋପରୁ ଦେହଯାକ ବାହାରିଯାଏ—ହିନ୍ଦି ଶବ୍ଦସାଗର।]