ଅଜଚା Ajachā

  • ଦେ. ବିଣ. (ସଂ. ଅଯାଚିତ) — ଅଯାଚିତ — Unasked for
  • ଦେ. ବିଣ. (ସଂ. ଅଯାଚିତ) — ଯାହା କେହି ଦେବାକୁ ଯାଚି ନ ଥାଏ — Unoffered