ଅଜଗନ୍ଧା Ajagandhā
- ସଂ. ବି. (ବହୁବ୍ରୀହି; ଅଜ+ଗନ୍ଧ+ଆ; ଛେଳି ଦେହର ଗନ୍ଧ ପରି ଗନ୍ଧ ଯାହାର) — ବଣଯୁଆଣି; ସାବିତ୍ରୀ ଗୁଳ୍ମ; ଅଜମୋଦା (ଦେଖ) — Ajamodā (See)
- ସଂ. ବି. (ବହୁବ୍ରୀହି; ଅଜ+ଗନ୍ଧ+ଆ; ଛେଳି ଦେହର ଗନ୍ଧ ପରି ଗନ୍ଧ ଯାହାର) — (ଦ୍ର—ଏହା ମୁଣ୍ଡର ଉକୁଣିନାଶକ ଓ ଏଥିର ବୀଜ ସ୍ନାୟୁବୀଯ ବ୍ୟାଧିନାଶକ।)
- ସଂ. ବି. (ବହୁବ୍ରୀହି; ଅଜ+ଗନ୍ଧ+ଆ; ଛେଳି ଦେହର ଗନ୍ଧ ପରି ଗନ୍ଧ ଯାହାର) — (ବଣତୁଳସୀ; ଲଣ୍ଡାବଗୁଲି) ବର୍ବ୍ୱରୀ (ଦେଖ) — Barbbarī (See)