ଅଜକର୍ଣ୍ଣ Ajakarṇṇa

  • ସଂ. ବି. (ବହୁବ୍ରୀହି; ଅଜର କର୍ଣ୍ଣପରି ପତ୍ର ଯାହାର) — ଅସନ (ଦେଖ) — Asana (See)
  • ସଂ. ବି. (ବହୁବ୍ରୀହି; ଅଜର କର୍ଣ୍ଣପରି ପତ୍ର ଯାହାର) — ପିଆଶାଳ (ଦେଖ) — Piāṡāḻa (See)