ଅଛଡ଼ା Achhaṟḍ̠ā

  • ଦେ. ବିଣ. ଯାହା ଛଡ଼ା ହୋଇ ନାହିଁ; ଯେଉଁ ଫଳରୁ ଚୋପା କଢ଼ାଯାଇ ନାହିଁ। (ଯଥା—ଅଛଡ଼ା ପାଚିଲା କଦଳୀ — (Fruit) From which the rind has not been peeled off
  • ଦେ. ବିଣ. ଯେଉଁ ଫୁଲ ବା ମାଳା ଦେବବିଗ୍ରହ ଦେହରୁ କଢ଼ା ହୋଇ ନ ଥାଏ — (flower or garland) Which has not been taken out from the body of a Deity
  • ଦେ. ବିଣ. ଯାହା ଛାଡ଼ି ନ ଥାଏ ବା କୌଣସି ବସ୍ତୁକୁ ତ୍ୟାଗ କରି ନ ଥାଏ। (ଯଥା—ଦିହରୁ ଅଛଡ଼ା ମଳି; ଅଛଡ଼ା କଦଳୀ ମଞ୍ଜ) — That which has not left a thing
  • ଦେ. ବିଣ. ଅଛାଡ଼; ଯାହା ଦେହକୁ ତ୍ୟାଗ କରି ନ ଥାଏ। (ଯଥା—ଅଛଡ଼ା ରୋଗ; ଅଛଡ଼ା ଜର) — Unceasing; unremittant