ଅଛୁଆଣିଆଁ Achhuāṇiāñ

  • ଦେ. ବିଣ. ପୁଂ — ଯେଉଁ ମୂଲିଆ ଘର ଛପର କରିବାରେ ଦକ୍ଷ ନୁହେଁ — (a labourer) Who is not expert at thatching a house
  • ଦେ. ବିଣ. ପୁଂ — ଯେଉଁ ମୁଲିଆ ଘର ଛପର କରି ଜାଣେ ନାହିଁ — (a labourer) Who does not know how to thatch