ଅଛୁଆଁ Achhuāñ
- ଦେ. ବିଣ. (ଅସ୍ପୃଶ୍ୟ; ଅ+ଛୁପ୍ତ) — ଅସ୍ପୃଶ୍ୟ — Untouchable
- ଦେ. ବିଣ. (ଅସ୍ପୃଶ୍ୟ; ଅ+ଛୁପ୍ତ) — ଅଛୁଆଁ ଜାତିଙ୍କି ଛୁଇଁବାକୁ ମନା। ରାମଶଙ୍କର—ଲଳାବତୀ 5।2 । — ଅଛୁଆଁ ଜାତିଙ୍କି ଛୁଇଁବାକୁ ମନା ରାମଶଙ୍କର—ଲଳାବତୀ52
- ଦେ. ବିଣ. (ଅସ୍ପୃଶ୍ୟ; ଅ+ଛୁପ୍ତ) — ଅସ୍ପୃଷ୍ଟ — Untouched
- ଦେ. ବିଣ. (ଅସ୍ପୃଶ୍ୟ; ଅ+ଛୁପ୍ତ) — ଯେଉଁ ବସ୍ତ୍ରରେ (ଯଥା—ପାଣିକସ ଗାମୁଛା, ପାଟ, ମଠା) ଛୁଆଁ ଦୋଷ ଲାଗେ ନାହିଁ। — (a cloth) Which is not made impure by touch
- ଦେ. ବିଣ. (ଅସ୍ପୃଶ୍ୟ; ଅ+ଛୁପ୍ତ) — ଛୁଆଣି ବା ଛପରବନ୍ଦି ହୋଇ ନ ଥିବା (ଘର) — Unthatched (house)
- ଦେ. ବିଣ. (ଅସ୍ପୃଶ୍ୟ; ଅ+ଛୁପ୍ତ) — ଦାଣ୍ଡ ଘର ଖଣ୍ଡି ଅଛୁଆଁ କର ତେବେ ଓଡ଼ିଶାରେ କରିବୁ ଘର—ଢଗ। ଚାଳ ଅଛୁଆଁ ମଣ୍ଡୁଅରେ ଥାଇ। ପ୍ରାଚୀ—ପରଚେ ଗୀତା।
- ଦେ. ବିଣ. (ଅସ୍ପୃଶ୍ୟ; ଅ+ଛୁପ୍ତ) — ଯେଉଁ ମୃଦଙ୍ଗ ବା ପଖୋଜର ମୁହଁରେ ଚମଡ଼ା ମଡ଼ା ହୋଇ ନାହିଁ — 1. (a drum) The mouth of which is not covered with leather
- ପ୍ରାଦେ. (ସମ୍ବଲପୁର) ବିଣ. ସ୍ତ୍ରୀ — ରଜୋବତୀ (ସ୍ତ୍ରୀ) — Menstruated; in her menses
- ପ୍ରାଦେ. (ସମ୍ବଲପୁର) ବିଣ. ସ୍ତ୍ରୀ — [ଦ୍ର—ସ୍ତ୍ରୀ ରଜୋବତୀ ହେଲେ 'ଛୁଆଁ' ହୋଇଛି ବୋଲି ଓଡ଼ିଶାରେ କହନ୍ତି; ସମ୍ବଲପୁରରେ 'ଅଛୁଆଁ' ହୋଇଛି ବୋଲି କହନ୍ତି।]