ଅଛିଦ୍ରେ Achhidre
- ଦେ. କ୍ରି. ବିଣ — ନିଶ୍ଚେଁ; ନିଃସନ୍ଦେହରେ — Certainly; undoubtedly
- ଦେ. କ୍ରି. ବିଣ — ଥିବ କିଁପା ଅଛି ଅଛିଦ୍ରେ ଏ ପୁରେ ଜାଣୁ ଥାଇଁ ଏଣୁ ଚନ୍ଦ୍ରମା। ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ— 10।23 । — ଥିବ କିଁପା ଅଛି ଅଛିଦ୍ରେ ଏ ପୁରେ ଜାଣୁ ଥାଇଁ ଏଣୁ ଚନ୍ଦ୍ରମା ଭଞ୍ଜ, କୋଟିବ୍ରହ୍ମାଣ୍ଡସୁନ୍ଦରୀ—1023