ଅଛିଣ୍ଡା Achhiṇḍā

  • ଦେ. ବିଣ. (ସଂ. ଅଚ୍ଛିନ୍ନ) — ଅବିଭକ୍ତ — Undivided
  • ଦେ. ବିଣ. (ସଂ. ଅଚ୍ଛିନ୍ନ) — ଯାହା ଛିଣ୍ଡା ବା ଜୀର୍ଣ୍ଣ ନୁହେଁ — Untorne
  • ଦେ. ବିଣ. (ସଂ. ଅଚ୍ଛିନ୍ନ) — ଅଚ୍ଛିନ୍ନ — Unseparated
  • ଦେ. ବିଣ. (ସଂ. ଅଚ୍ଛିନ୍ନ) — ଯାହା ଚୟନ ହୋଇ ନାହିଁ (ପୁଷ୍ପାଦି) — Unplucked (flower)
  • ଦେ. ବିଣ. (ସଂ. ଅଚ୍ଛିନ୍ନ) — ଯାହା ମୀମାଂସିତ ହୋଇ ନାହିଁ (ସମସ୍ୟା ବା ବିବାଦ) — Unsolved
  • ଦେ. ବିଣ. (ସଂ. ଅଚ୍ଛିନ୍ନ) — (ଗଣିତ) ଯେଉଁ ରାଶି ଅନ୍ୟ ରାଶିଦ୍ୱାରା ହୃତ ହେଲେ ଛିଣ୍ଡେ ନାହିଁ ଅର୍ଥାତ୍ ଭାଗଶେଷ ରହିଯାଏ; ଅବିଭାଜ୍ୟ (ରାଶି) — (arithmetic) Indivisible (number)