ଅଛାରିବା Achhāribā
- ଦେ. କ୍ରି (ସଂ. ଉତ୍ସର୍ଜନ) — କୁଲାରେ ଶସ୍ୟାଦିକୁ ପାଛୁଡ଼ିବା — To husk; to cleanse the chaff by winnowing
- ଦେ. କ୍ରି (ସଂ. ଉତ୍ସର୍ଜନ) — ଇତସ୍ତତଃ ବୁଣିଦେବା — To strew
- ଦେ. କ୍ରି (ସଂ. ଉତ୍ସର୍ଜନ) — ଗଜା ହୋଇଥିବା ବିହନକୁ କାଦୁଆ ଜମିରେ ବୁଣିବା — To sow sprouted paddy seeds on a clayey soil